Breaking News
Home / ओडिशा

ओडिशा

ଦିଗପହଣ୍ତି ବିଧାନସଭା କ୍ଷେତ୍ର: ସୂର୍ଯ୍ୟଙ୍କ ତେଜ ବଢ଼ିବ ନା କମିବ

ବ୍ରହ୍ମପୁର:- ସୀମା ନିର୍ଧାରଣ ପରେ ୨୦୦୯ରୁ ପୁନର୍ଗଠିତ ଦିଗପହଣ୍ତି ବିଧାନସଭା କ୍ଷେତ୍ର ବିଜେଡି ଦଖଲରେ ରହି ଆସିଛି। ଏଠାରୁ ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିନିଧିତ୍ବ କରୁଛନ୍ତି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିଗପହଣ୍ତି ନିର୍ବାଚନ ମଣ୍ତଳୀରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଲାଣି। ସୂର୍ଯ୍ୟ ଏହି ନିର୍ବାଚନମଣ୍ଡଳୀରୁ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଅଛନ୍ତି। ତେବେ କିଏ ତାଙ୍କୁ ଟକ୍କର ଦେବ େସ …

Read More »

ବଢ଼ ମେଡିକାଲରେ ରୋଗୀଙ୍କ ଦୁର୍ଦଶା

ବ୍ରହ୍ମପୁର:- ବଡ ମେଡିକାଲରେ ରୋଗୀଙ୍କ ଦୁର୍ଦଶା। ଅଣ୍ଟା ଭାଙ୍ଗି 20 ଦିନ ହେଲା ମୁଖ୍ୟମନ୍ଜୀ ଙ୍କ ନିର୍ବାଚନ ମଣ୍ତଳୀ ସେରଗଡ଼ରୁ ଆସିଥିବା ଏହି ବୃଦ୍ଧାଙ୍କ ଅଘ୍ଫୋପଚାର କରାଯାଉନାହିଁ । ଗତ କାଲି ଅପରେସନ ରୁମରୁ ଫେରାଇ ଦେଲେ ଡତାକୁର | ଡାକୁର ନାହାନୁି ବୋଲି କହି ନିଜ ଦାଇତୁ ଖସାଇ ଦେଲେ | ପୁରା ପରିବାର ଏବେ ଯମ ଯନୁଣାରେ ମେଡ଼ିକାଲରେ ଦିନ ଗଣି ବସିଛନ୍ତି କେବେ ଅସ୍ଫୋପଚାର ହେବ …

Read More »

ବିଜେଡିରେ ଯୋଗ ଦେଲେ ସାନଖେମୁଣ୍ଡି ଯୁବରାଜ

ବ୍ରହ୍ମପୁର :- ସାନଖେମୁଣ୍ଡି ଯୁବ ରାଜ ବୀର କିଶୋର ଦେବ ମଙ୍ଗଳବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେ ଭୂବନେଶ୍ବର ଯାଇ ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ତିତିରେ ବିଜେଡିରେ ସାମିଲ ହୋଇ ଥିଲେ। ତାଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ନବୀନ ନିବାସକୁ ଯାଇଥିଲେ ଯୁବରାଜ ଯୋଗ ଦେବା ପରେ ସାନମେମୁଣ୍ଡି ଚିଜେତି ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ବାବନା …

Read More »

ବିରଳ କୃଷ୍ଣସାରଙ୍କ ଗନ୍ତାଘର ଗଞ୍ଜାମ

ବ୍ରହ୍ମପୁର:- ଭାରତରେ ବିରଳ କୃଷ୍ଣସାର ମୃଗଙ୍କ ସଂଖ୍ୟା ରହିଛି ବେଶ୍ କମ୍ । କିନ୍ତୁ କିଛିବର୍ଷ ହେଲା ଗଞ୍ଜାମ ଜିଲ୍ଲାରେ କୃଷ୍ଣସାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଅଧିକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, କୃଷ୍ଣସାରଙ୍କ ସୁରକ୍ଷା ଦାୟିତ୍ୱ ବହନ କରି ଆସୁଛନ୍ତି ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ର ବିଭିନ୍ନ ଗାଁରେ ଅବାଧରେ ବୁଲୁଛନ୍ତି କୃଷ୍ଣସାର …

Read More »

ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତୃ ଗ୍ରହଣ କଲେ ଯତୀନ୍ଦ କୋୟଲ

ବ୍ରହ୍ମପୁର:- ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶିଷ କୁମାର ସିଂ ଭୂବନେଶ୍ବରରେ ଦାୟିତ଼ ଗ୍ରହଣ କରିଥୁବା ବେଳେ ତାଙ୍କରି ସ୍ତ୍ରାନରେ ଆଜି ନୂଆ ଦକ୍ଷିଣାଞ୍ଚଳ ଆଇଜି(ବ୍ରହ୍ମପୁର) ଭାବେ ୨୦୦୦ ବ୍ୟାଟ୍‌ ଆଇପିଏସ୍‌ ଅଫିସର୍‌ ଯତୀନ୍ଦ୍ର କୋୟଲ୍‌ ଆଜି ଦାୟିତୁ ଗ୍ରହଣ କରିଛନ୍ତି । ଶ୍ରୀ କୋୟଲ୍‌ ଏଥୁ ପୂର୍ବରୁ ଡ଼ିଆଇଜି(ଏସଟିଏଫ୍‌) ଦାୟିତୃରେ ରହି ନିଜ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି । ଆଜି ଶ୍ରୀ କୋୟଲ୍‌ ଦାୟିତୃ ଗ୍ରହଣ କରିବା …

Read More »

ରକ୍ତତିର୍ଥ ଇରମରେ ଶହୀଦ ସମାଧୀପୀଠରେ ମାଲ୍ୟାର୍ପଣ କଲେ କେନ୍ଦମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ :-କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଓଡିଶା ଗସ୍ତରେ ଆସି ଭଦ୍ରକରେ ପହଞ୍ଚିଛନ୍ତି ।ଶ୍ରୀ ସିଂହ ଆଜି ପ୍ରଥମେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଯାଇ ସେଠାରେ ଥିବା ଇରମ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଛନ୍ତି ।ଏହା ପରେ ରାଜନାଥ ଭଦ୍ରକ ଯାଇ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀ ରାଜନାଥ ସିଂହ ରାଣୀତାଲଠାରେ ଉତର ଓଡିଶା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗଦାନ କରିବେ …

Read More »

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ବ୍ରହ୍ମପୁର :- ଶେରଗଡସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର କଂଗ୍ରେସର ଜୋନ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ଡ. ତ୍ରିନାଥ ବେହେରା ଅଧ୍ୟକ୍ଷତା କରିଥିଲେ। ଜୋନ ସ୍ତରୀୟ କଂଗ୍ରେସ ସଭାପତି ରାମକୃଷ୍ଣ ପଣ୍ଡା ଓ ସୀମାଞ୍ଚଳ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ନିର୍ବାଚନୀ ବୁଗୁଲ ବାଜିଛି। ସ୍ଥାନୀୟ ଲୋକକୁ ପ୍ରାଧନ୍ୟ ଦେବାକୁ ସୀମାଞ୍ଚଳ ଓ ସ୍ଥାନୀୟ କଂଗ୍ରେସ ନେତା ସତ୍ୟନାରାୟଣ ପାତ୍ର ଦାବି …

Read More »

ନିଜୁମା ଘାଟିରେ ଦୁର୍ଘଟଣା- ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ବ୍ରହ୍ମପୁର :- ମୋହନା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ନିଜୁମା ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ ଗଛରେ ପିଟିହୋଇ ୪୦ଫୁଟ ତଳକୁ ଖସି ପଡିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ବଡଗଡ ଥାନା ବଳରାମପୁର ପଞ୍ଚାୟତର ଏ. ବିଜନ ମଣ୍ଡଳ (୨୩) ଓ ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତ ହିଚାଗାନ୍ଧୀ ଗ୍ରାମର ରବି ରଇତ (୨୨)। ପ୍ରକାଶ …

Read More »

ନବବଧୂ ହତ୍ୟା ମାମଲା ପରିବାରର ୪ଜଣଙ୍କୁ ଆଜୀବନ ଜେଲ୍‌

ଭୁବନେଶ୍ୱର:- ଯାଜପୁର ଜିଲ୍ଲା ଦୌରାଜଜ୍ ଏକ ନବବଧୂ ହତ୍ୟା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଏହି ଘଟଣାରେ ବିଚାରପତି ଏକ ପରିବାରର ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୧୪ ମସିହାରେ ପାଣିକୋଇଲିରେ ଜଣେ ନବବଧୂ କୁସୁମଲତା ସାହୁଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ବହୁ ଖୋଜାଖୋଜି ପରେ ଏକ ପୋଖରୀରୁ କୁସୁମଲତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାରେ ଶାଶୂ, …

Read More »